ମାଟି ତଳେ ଫସିଥିବା ୨ ଶ୍ରମିକ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁରରେ ସ୍ବେରେଜ କାମ ବେଳେ ମାଟି ତଳେ ଫସିଥିବା ୨ ଶ୍ରମିକ ଉଦ୍ଧାର ହୋଇଛନ୍ତି।

ଧନୁପାଲି ଶଙ୍କର ମଠ ନିକଟରେ ସ୍ବେରେଜ କାମ ଚାଲିଥିଲା ବେଳେ ଫସିଥିଲେ ଶ୍ରମିକ। ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ଉଦ୍ଧାର ୨ ଶ୍ରମିକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

powered by social2s