ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ରୁପସା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଦକ୍ଷିଣ ପୂର୍ବ ରେଳପଥର ରୁପସା ଷ୍ଟେସନର ଚତୁର୍ଥ ଲାଇନରେ ଲାଇନଚ୍ୟୁତ ହୋଇଥିବା ସୂଚନା। ଷ୍ଟେସନରେ ମାଲ ଅନଲୋଡ କରି ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି। କେଉଁ କାରଣରୁ ଲାଇନଚ୍ୟୁତ ହୋଇଛି ଜଣାପଡ଼ି ନାହିଁ। ମରାମତି କରୁଛନ୍ତି ରେଳ ବିଭାଗର କର୍ମଚାରୀ।
powered by social2s

