ଭୁବନେଶ୍ବର: ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ଘଟଣାରେ ମୃତ ଶିଲା ପଟ୍ଟନାୟକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଦିଆଯାଇଥିବା ସୂଚନା। ପୁରୀ ଜିଲ୍ଲା ମଙ୍ଗଳପୁର ନିକଟରେ ସ୍କୁଟିରେ ଯାଉଥିବା ବେଳେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।
powered by social2s

