କୋରାପୁଟରେ ଆମିଷ ବିକ୍ରି କଟକଣା ହଟାଇଲେ ଜିଲ୍ଲାପାଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲାରେ ଆମିଷ ବିକ୍ରି କଟକଣା ହଟାଇଲେ ଜିଲ୍ଲାପାଳ ସତ୍ୟବାନ ମହାଜନ। ଏ ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଲେ ଜିଲ୍ଲାପାଳ। ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ ଜିଲ୍ଲାପାଳ । ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

powered by social2s