ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପବିତ୍ର ମାଘ ସପ୍ତମୀରେ ଭୁବନେଶ୍ବରରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଓଡ଼ିଶା ଓ ଓଡ଼ିଶା ବାହାର ନାଗା ସାଧୁମାନଙ୍କ ସମାଗମ ହୋଇଛି। ଖଣ୍ଡଗିରୀ ମେଳାର ପାଦ ଦେଶରେ ସାଧୁ ମାନେ ନିଜ ନିଜ ଆସ୍ଥାନ ଜମାଇଲେଣି । ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର। ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ ।

powered by social2s