ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲ ଛକ ନିକଟରେ ଥିବା ଏକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଚାରିମହଲା ବିଲ୍ଡିଂରେ ରହିଛି ବ୍ୟାଙ୍କ କାର୍ଯ୍ୟାଳୟ, ଆଖି ହସ୍ପିଟାଲ, ଫାଇନାନ୍ସ ଅଫିସ୍ ଓ କୋଚିଂ ସେଣ୍ଟର। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା।
powered by social2s

