କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ରୋଡ୍ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ। ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନରେ ନିଆଁ ଲାଗିଥିବା ଜଣାପଡ଼ିଛି। ହରିଶଙ୍କର ରୋଡ୍ ଷ୍ଟେସନ ପାର୍ ହେବା ପରେ ଜଣାପଡ଼ିଲା ଅଗ୍ନିକାଣ୍ଡ। ତୁରେକେଲା ରୋଡ୍ ଷ୍ଟେସନରେ ଟ୍ରେନ୍ ଅଟକିବା ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ। ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଅଗ୍ନିକାଣ୍ଡ।
powered by social2s

