ସୋର: ବାଲେଶ୍ଵର ଜିଲ୍ଲା ତଳନଗର ଓଭରବ୍ରିଜ୍ ପାଖରୁ ୫୦ ଗୋରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ୧୬ ରେ ଏକ ବାଇକ୍ କୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଥିବା ସୂଚନା। ଟ୍ରକ୍ ରୁ ଉଦ୍ଧାର ହେଲେ ଗୋରୁ। ଘଟଣାସ୍ଥଳରେ ପହଞ୍ଚି ସୋର ପୋଲିସ ତଦନ୍ତ ଆରମ୍ଭ କରିଛି।
powered by social2s

