ବ୍ରହ୍ମପୁର: ଆସନ୍ତାକାଲି ଠାରୁ ମେ ୨ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା ଆସିକା ର ସମସ୍ତ ଦୋକାନ ବଜାର ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟି ରୁ ଏ ଭଳି ପଦକ୍ଷେପ ନେଇଛି ଚ୍ୟାମ୍ବର ଅଫ କମର୍ସ । ତେବେ ଲୋକଙ୍କ ସୁବିଧା ପାଇଁ କେବଳ ଔଷଧ ଦୋକାନ ଖୋଲା ରହିବ ଓ ହୋମ ଡେଲିଭେରୀ କୁ ଅନୁମତି ମିଳିବ।
powered by social2s

