ଆସନ୍ତାକାଲି ଭାରତ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେଡ ୟୁନିଅନ ସଂସ୍ଥା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ ଜଣାଇଛି କୃଷକ ସଂଗଠନ। ଅଂଶ ଗ୍ରହଣ କରୁଥିବା ପ୍ରମୂଖ ଟ୍ରେଡ ୟୁନିଅନ ମଧ୍ୟରେ ରହିଛନ୍ତି ସିଟୁ ଓ ଏଆଇଟିୟୁସି, ଆଇଏନ୍ଟିୟୁସି, ଏଚ୍ ଏମ୍ ଏସ୍। ବାଧାପ୍ରାପ୍ତ ହୋଇପାରେ ବ୍ୟାଙ୍କ୍, ପରିବହନ ସେବା ଓ ସରକାରୀ କାର୍ଯ୍ୟାଳୟ।

powered by social2s