ପୁରୀ ଶ୍ରୀମନ୍ଦିରର ସବୁ ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା ସୁବିଧା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ର ସବୁ ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା ସୁବିଧା। ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ ୨୫୦୦ ସେବାୟତ ପରିବାର। ନ୍ୟୁ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ପକ୍ଷରୁ ସ୍ବାସ୍ଥ୍ୟ ବୀମା ସୁବିଧା ମିଳିବ। ପ୍ରତି ସେବାୟତ ପରିବାର ପାଇବେ ୨ ଲକ୍ଷ୍ୟ ବୀମା ସୁରକ୍ଷା ମିଳିବ। ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ।

powered by social2s