ଭୁବନେଶ୍ବର: ଓଡ଼ିଶାରେ ବୃଦ୍ଧି ପାଇଛି ବିମାନ ସଂଯୋଗ ଓ ବିମାନ ସଂଖ୍ୟା। ୨୦୨୪-୨୫ରେ ଓଡ଼ିଶାରୁ ଦେଶର ୩୦ଟି ସହରକୁ ବିମାନ ଚଳାଚଳ ବୃଦ୍ଧି ଘଟିଛି। ଓଡ଼ିଶାରେ ବର୍ତ୍ତମାନ ୧୨୦୦ରୁ ଅଧିକ ବିମାନ ଚଳାଚଳ କରୁଛି । ଗୋଟିଏ ଅନ୍ତର୍ଜାତୀୟ ଏବଂ ୪ଟି ଘରୋଇ ବିମାନବନ୍ଦର କାର୍ଯ୍ୟକ୍ଷମ ଅଛି। ୨୦୨୧-୨୦୨୫ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୩୧% ବୃଦ୍ଧି ପାଇଛି।
powered by social2s

