ଶୈଳବାଳା ମହାବିଦ୍ୟାଳୟ ଗେଟ୍ ତାଲା ପକାଇଲେ ଛାତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଶୈଳବାଳା ମହାବିଦ୍ୟାଳୟ ଗେଟ୍ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରୀ । ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କଲେ ଛାତ୍ରୀ। କ୍ଲାସ୍ ବନ୍ଦ କରି ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରନ୍ତୁ ବୋଲି ଦାବି କଲେ ଛାତ୍ରୀ।

powered by social2s