ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ରବି ତେଲଗୁ ଟ୍ରାଭେଲର୍ ଫଟୋ ରହିଛି। ଡ୍ରୋନ୍ ଉଡ଼ିବା ଦୃଶ୍ୟ କେବେର ଜଣାପଡ଼ିନାହିଁ।
powered by social2s