ବାଲେଶ୍ବର: ବାଲେଶ୍ଵର ନୂଆବଜାରରେ ଅଗ୍ନିକାଣ୍ଡ ହୋଇଛି। କଦଳୀ ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଗୋଦାମ। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଦୁଇଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।
powered by social2s