ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି। ଚଢ଼ାଉ କରି ୨ ଜଣଙ୍କୁ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ଧରାପଡ଼ିଥିବା ୨ ବ୍ୟକ୍ତି କେରଳର, ଆସାମରୁ ସିମ୍ ଆଣିଥିଲେ। ସିମ୍ ବକ୍ସ ଦ୍ବାରା ରାଜସ୍ବ କ୍ଷତି ସହ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା। ଅନ୍ତର୍ଜାତୀୟ କଲ୍କୁ ଲୋକାଲ୍ କଲ୍ରେ ପରିଣତ କରୁଥିଲେ।
powered by social2s

