ଭୁବନେଶ୍ବର: ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଦୋଳ ପୂର୍ଣ୍ଣିମା ଅବସରରେ ଲାଗୁଛି ଚନ୍ଦ୍ରଗ୍ରହଣ। ସକାଳ ୬.୨୦ରୁ ପାକତ୍ୟାଗ ଓ ହାଣ୍ଡିଛାଡ଼ର ସମୟ। ଅପରାହ୍ନ ୩.୨୦ରେ ଗ୍ରହଣ ସ୍ପର୍ଶ। ସନ୍ଧ୍ୟା ୬.୪୭ରେ ସର୍ବମୋକ୍ଷ ଓ ଗ୍ରହଣ ଶେଷ।
powered by social2s