ଅଗ୍ନିକାଣ୍ଡରେ ୩ ପରିବାର ସର୍ବସ୍ବାନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା କୁମ୍ଭାରୀ ପଞ୍ଚାୟତ ସିରିଗୁଡାରେ ନିଆଁ ଲାଗି ଜଳିଗଲା ୩ଟି ପରିବାରର ଘର। ବିଳମ୍ବିତ ରାତିରେ ନିଆଁ ଲାଗି ଘର ସହ ଜଳିଗଲା ଆସବାବପତ୍ର। ଜଣଙ୍କ ୯୦ ହଜାରରୁ ଅଧିକ ନଗଦ ଟଙ୍କା ପୋଡ଼ି ଯାଇଥିବା ସୂଚନା।

powered by social2s