ହର୍ବାଲ୍ ହୋଲି ପାଇଁ ବଢୁଛି ଆଗ୍ରହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ରଙ୍ଗ ଓ ଆନନ୍ଦର ପର୍ବ ହୋଲି। ହର୍ବାଲ୍ ହୋଲି ପାଇଁ ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଜମୁଛି ରଙ୍ଗର ଆସର। ହୋଲି ପାଇଁ ଭୁବନେଶ୍ବରରେ ପଇଁତରା ମାରୁଛି ପିସିଆର ଭ୍ୟାନ। ବସ୍ତି ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ କରୁଛି ପୋଲିସ।

powered by social2s