ଉଦ୍ଧାର ହେଲା କୂଅରେ ପଡ଼ିଥିବା ହାତୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁରେ ଉଦ୍ଧାର ହେଲା କୂଅରେ ପଡ଼ିଥିବା ହାତୀ। କୂଅରୁ ଚାରିପଟ ଖୋଳି ହାତୀକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ। ଜେସିବି ମେସିନ୍‌ ସାହାଯ୍ୟରେ କୂଅକୁ ତାଡ଼ି ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାର ପରେ ଜେସିବି ଭାଙ୍ଗିଲା ହାତୀ। ଜଙ୍ଗଳକୁ ଯିବାବେଳେ ଏକ ଘର ଓ ବାଇକ୍ ଭାଙ୍ଗିଲା ହାତୀ।

powered by social2s