କଟକ: ଆଜି ସାରା ଓଡ଼ିଶାରେ ପାଳନ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଅୟୋଜିତ ହେଉଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରେ ପ୍ରଦର୍ଶିତ ହୋଇଛି ବିଜୁ ବାବୁଙ୍କ କଳିଙ୍ଗ ରଥ ଓ ତାଙ୍କ ବ୍ୟବହୃତ ସମାଗ୍ରୀ । ଆନନ୍ଦ ଭବନରୁ ଆରମ୍ଭ ହୋଇଥିବା ୱାକାଥନରେ ସାମିଲ ହୋଇଥିଲେ ଛାତ୍ରଛାତ୍ରୀ, ଯୁବକ, ଯୁବତୀ ଓ ବିଭିନ୍ନ ବର୍ଗର ଲୋକ।
powered by social2s

