ଓଡ଼ିଶା ଆସିଲେ ଅମିତ୍ ଶାହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ସ୍ଵତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ବରରେ ପହଁଞ୍ଚିବା ପରେ ଅମିତ୍ ଶାହଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରରେ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ କରିବେ ଶାହ। କଟକ ମୁଣ୍ଡଳିରେ ସି ଆଇ ଏସ୍ ଏଫ୍ ର ୫୭ ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ ଓ ପାରାଦୀପରେ ସଲଫରରିକ ଏସିଡ୍ ପ୍ଲାଣ୍ଟ ଉଦଘାଟନ କରିବେ।

powered by social2s