ଭୁବନେଶ୍ଵର: ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର। ଘରୋଇ ଗ୍ୟାସ୍ ସିଲିଣ୍ଡର୍ରେ ୬୦ ଟଙ୍କା ବୃଦ୍ଧି ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ବଢୁଛି ଅଶୋଧିତ ତୈଳ ଓ ଗ୍ୟାସ ଦର। ବାଣିଜ୍ୟିକ ଏଲ୍ ପି ଜି ଦାମ୍ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି କରାଯାଇଛି। ଆଜିଠାରୁ ଲାଗୁ ହେବ ନୂଆ ବର୍ଦ୍ଧିତ ଦର।
powered by social2s

