ପାଣିରେ ବୁଡ଼ି ୩ ଛାତ୍ର ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କୋଲାବ ଜଳ ଭଣ୍ଡାରରେ ବୁଡ଼ି ଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସମସ୍ତେ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର। ସେମାନେ ଦଶମ ପରୀକ୍ଷା ଦେଇଥିଲେ।

powered by social2s