ଭାରତ ଆସୁଛି Sputnik-V ଟୀକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମେ ୧ ତାରିଖରେ ଭାରତରେ ପହଞ୍ଚିବ ଋଷିଆର Sputnik-V ଟୀକା। ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ କୋଟି ଡୋଜ ଟୀକା ଆସିବ ବୋଲି ଜଣାପଡ଼ିଛି। ଋଷିଆର ଗାମେଲା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦାବି କରିଛି ଯେ Sputnik-V ୯୧ ପ୍ରତିଶତ ପ୍ରଭାବଶାଳୀ। Covishield ୮୦ ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ Covaxin ୮୧ ପ୍ରତିଶତ ପ୍ରଭାବଶାଳୀ। ତେବେ Sputnik-V ଆସିଲା ପରେ ଭାରତରେ ଟୀକା ଅଭାବ ସମସ୍ୟା ହ୍ରାସ ପାଇବ ବୋଲି ସୂଚନା ମିଳିଛି।

powered by social2s