ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ ଦେଖାଦେଇଛି। ଭୟରେ କୋର୍ଟ ବାହାରକୁ ବାହାରିଲେ ଓକିଲ କର୍ମଚାରୀ। ଜନୈକ ସନ୍ଦିଗ୍ଧ ଜିଲ୍ଲା ଦୌରାଜଜଙ୍କୁ କରିଛି ଇମେଲ୍। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୋଲିସ ।

powered by social2s