ଭୁବନେଶ୍ବରରେ ଗ୍ୟାସ୍‌ ଟାଙ୍କି ପାଇଁ ରାତିରୁ ଲାଇନ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଲିଙ୍ଗରାଜ ଗ୍ୟାସ୍‌ ଷ୍ଟେସନ ସାମ୍ନାରେ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଛି। ଗ୍ୟାସ୍‌ ଷ୍ଟେସନ ସାମ୍ନାରେ ଗ୍ୟାସ୍‌ ଖାତା ରଖି ଲାଇନ୍‌ ଲଗାଉଛନ୍ତି ଗ୍ରାହକ। ୨୦-୨୫ ଦିନ ହେଲାଣି ଗ୍ୟାସ୍‌ ଡେଲିଭରି ହୋଇନଥିବା ଅଭିଯୋଗ କରାଯାଇଛି। ଯେତେବେଳେ ପାଳି ପଡ଼ିବ ଗ୍ୟାସ୍ ଦିଆଯିବ ବୋଲି ଲମ୍ବା ଲାଇନ୍ ରେ ଥିବା ଗ୍ରାହକଙ୍କୁ ଦିଆଯାଇଛି ଆଶ୍ୱସନା। ତେବେ ଯୁଦ୍ଧର ପ୍ରଭାବ ଭାରତୀୟ ବଜାର ଉପରେ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

powered by social2s