ମଧ୍ୟପ୍ରାଚ୍ୟରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇ ଆଣ: ନବୀନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଭାରତ ଓ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିବା ଅନୁଯାୟୀ ମୁଁ ବୁଝୁଛି ଯେ ଲକ୍ଷାଧିକ ଓଡ଼ିଆ ମଧ୍ୟପ୍ରାଚ୍ୟରେ ଫସିଛନ୍ତି। ଓଡ଼ିଆଙ୍କ ସୁରକ୍ଷିତ ଫେରିବା ବ୍ୟବସ୍ଥା କରନ୍ତୁ ସରକାର। ଉଭୟ ଭାରତ ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ। ଲକ୍ଷାଧିକ ଓଡ଼ିଆଙ୍କୁ ଫେରାଇ ଅଣାଯାଉ।

powered by social2s