ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ପଡ଼ିଛି ଗ୍ୟାସ୍ ସଙ୍କଟର ପ୍ରଭାବ। ଗ୍ୟାସ୍ ଅଭାବ ଯୋଗୁଁ ପୁରୀରେ ବନ୍ଦ ରହିଛି ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ। ଅନ୍ୟ କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ମେନୁରେ କାଣ୍ଟ ଛାଣ୍ଟ କରାଯାଇଛି। ଗ୍ୟାସ୍ ନମିଳିବାରୁ ବଜାରରେ ଇଣ୍ଡକ୍ସନ ଚୁଲାର ଚାହିଦା ବୃଦ୍ଧି ପାଇଛି। ଯାଜପୁର ସହର ଗରିଆପୁରରେ ଗ୍ୟାସ୍ ପାଇଁ ରାସ୍ତାରୋକ କଲେ ଉପଭୋକ୍ତା । ଗ୍ୟାସ୍ ଟାଙ୍କି ରଖି ରାସ୍ତାରେ ବସିଲେ ଲୋକେ।
powered by social2s

