ବାଲେଶ୍ଵରରେ ଜଳିଗଲା ୧୦ ବଖରା ଘର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୋର: ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି। ୫ ପରିବାରର ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗୋଟିଏ ବାଇକ୍‌ ଓ ୫୦ ଲକ୍ଷରୁ ଅଧିକ ସଂପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।

powered by social2s