ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୬ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ଗଞ୍ଜେଇ ଜବତ କଲା କଷ୍ଟମ ବିଭାଗ। ତାମିଲନାଡୁର ୨ ଯୁବକଙ୍କୁ ରହିଥିବା ସୂଚନା।
powered by social2s