ଆଜିଠୁ ରତ୍ନଭଣ୍ଡାର ଗଣତି ମଣତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଗଣତି-ମଣତି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୯ ରୁ ୧ଟା ୪୫ ମାହେନ୍ଦ୍ର ବେଳା ଧାର୍ଯ୍ୟ କରାଯାଇଛି। ସକାଳ ୧୧ଟା ୩୦ ସୁଦ୍ଧା ପ୍ରବେଶ କରିବେ ଗଣତି ଟିମ୍। ଭିଡିଓଗ୍ରାଫି, ଫଟୋଗ୍ରାଫି, ଥ୍ରୀ ଡି ମ୍ୟାପିଂ କରାଯିବ। ଏସ୍ ଓ ପି ଅନୁସାରେ ହେବ ସବୁ ଅଳଙ୍କାରର ଚିହ୍ନଟ।

powered by social2s