ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗ୍ୟାସ ସଂକଟକୁ ନେଇ ରାସ୍ତା ରୋକ୍ କରାଯାଇଛି। ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କଲେ ଖାଉଟି। ୪ ଦିନ ଧରି ଗ୍ୟାସ ନମିଳିବାରୁ ରାସ୍ତାକୁ ଓହ୍ଲାଇଲେ ଲୋକେ। ଇଣ୍ଡେନ ଗ୍ୟାସ ଗୋଦାମ ସମ୍ମୁଖରେ ଖାଉଟି ପ୍ରତିବାଦ କରିଥିବା ସୂଚନା।
powered by social2s