ପୁରୀ: କାଳବୈଶାଖୀ ବର୍ଷା ପାଇଁ ଏକାମ୍ର କ୍ଷେତ୍ରରେ ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା । ତିନି ମୁଣ୍ଡିଆ ଛକ ପୂର୍ବରୁ ଅଟକିଲା ରୁକୁଣା ରଥ। ଆସନ୍ତାକାଲି ଦିନ ୨ଟାରୁ ପୁଣି ଆରମ୍ଭ ହେବ ରଥଟଣା। ତେବେ ରଥଟଣା ବେଳେ ରାସ୍ତାକଡ଼ରେ ଥିବା ଏକାଧିକ ବାଇକ୍ ଉପରେ ଚଢି ଯାଇଥିଲା ରଥ ଚକ। ଏହା ପରେ କିଛି ବାଇକ୍ ଭାଙ୍ଗି ଯାଇଛି।
powered by social2s

