ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଅନ୍ତର୍ଗତ ବେଲପଦର ଗାଁରେ ହୋଇ ଜଳିଗଲା ଟ୍ରକ୍। କଳାହାଣ୍ଡିରୁ ରାୟପୁର ଯିବା ବେଳେ ଟ୍ରକ୍ରେ ଅଗ୍ନିକାଣ୍ଡ ହୋଇଛି। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ ଓ ହେଲପର୍।
powered by social2s