ପୁରୀ: ଗାଧୋଇବା ବେଳେ ସମୁଦ୍ରରେ ଭାସିଯାଇ ୨ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ପୁରୀ ସେକ୍ଟର ୧୪ ଲାଇଟ ହାଉସ ନିକଟ ବେଳାଭୂମିରେ ଭାସିଯାଇଥିବା ସୂଚନା। ପୁରୀ ବଡ଼ ମେଡିକାଲ୍ରେ ମୃତ ଘୋଷଣା କଲେ ଡାକ୍ତର।
powered by social2s