ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ନଗର ଅଂଚଳ ଗ୍ୟାସ୍ ଡିପୋରେ ଅଗ୍ନିକାଣ୍ଡ ଘଟଣାରେ ୨ ଜଣଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍।
ମାର୍ଚ୍ଚ ୨୧ ତାରିଖରେ ଗ୍ୟାସ୍ ରିଫିଲିଂ ବେଳେ ଅଗ୍ନିକାଣ୍ଡ ଘଟି ଜଣେ ଗୁରୁତର ହୋଇଥିଲେ। ଦୁଇଟି ସ୍କୁଟର୍ ମଧ୍ଯ ଜଳିଯାଇଥିଲା ।
powered by social2s