ଓଡ଼ିଶା ହାଇକୋର୍ଟ ନିକଟରେ ଜଳିଗଲା ୪ଟି ଗାଡ଼ି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଓଡ଼ିଶା ହାଇକୋର୍ଟ ନିକଟରେ ଅଗ୍ନିକାଣ୍ଡ ଘଟିଛି। ଏକାକାଳୀନ ୪ଟି ଗାଡ଼ିରେ ଲାଗିଲା ନିଆଁ। ଏକ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗି ଅନ୍ୟ ଗାଡ଼ିକୁ ବ୍ୟାପିଥିବା ସୂଚନା। ହୁତୁହୁତୁ ହୋଇ ଜଳିଗଲା ୩ଟି ଦୁଇ ଚକିଆ ସହ ଗୋଟିଏ କାର୍‌ । ଅଗ୍ନିଶମ ବାହିନୀ ଦ୍ଵରା ନିଆଁକୁ ଆୟତ୍ତ କରାଯାଇଛି।

powered by social2s