ପୁରା: କରୋନାରୁ ମୁକ୍ତି ପାଇଁ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ।ଓଡ଼ିଶା, ଭାରତ ଓ ବିଶ୍ୱ ପାଇଁ ଗୋଟିଏ ଲେଖାଏଁ ଦୀପ ଲଗାଯାଇଛି।ଜନସାଧାରଣଙ୍କର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।
powered by social2s