ଭୁବନେଶ୍ବର: ଉତ୍ତର ଓଡ଼ିଶାର ସର୍ବବୃହତ ପର୍ବ ଚଡ଼କ ପର୍ବ। ଚଡ଼କ ମେଳାରେ ଏକତ୍ରିତ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସାରା ଦିନ ଚାଲିଥିଲା ପୂଜାର୍ଚ୍ଚନା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।
powered by social2s