ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜିଠୁ ଉପକୂଳ ସମୁଦ୍ରରେ ମାଛଧରା ନିଷେଧ କରାଯାଇଛି। ଜୁନ୍ ୧୪ ଯାଏଁ ଉପକୂଳ ସମୁଦ୍ରରେ ମାଛଧରା ବନ୍ଦ ରହିବ। ୬୧ ଦିନ ପାଇଁ କଟକଣା ଲାଗୁ କଲେ ଓଡ଼ିଶା ସରକାର। ମତ୍ସ୍ୟ ସଂପଦର ସଂରକ୍ଷଣ ପାଇଁ କଟକଣା ଲାଗୁ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଦେବେ ମତ୍ସ୍ୟଜୀବୀ।

powered by social2s