କୋରାପୁଟର ଗୌଡ଼ଗୁଡା ନିବାସୀଙ୍କ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ପବିତ୍ର ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ଅବସରରେ କୋରାପୁଟ ଗୌଡ଼ଗୁଡା ନିବାସୀବାସୀଙ୍କ ତରଫରୁ ପଣା ଭୋଗ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ଯକ୍ରମକୁ ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କ ସହ ତାଙ୍କ ସହଧର୍ମିଣୀ ମିସ୍ ନୀଳିମା ମଙ୍ଗରାଜ, ହିମାଂଶୁ ପଟ୍ଟନାୟକ, ରଶ୍ମିତା ପଟ୍ଟନାୟକ,ମାତା ବାସନ୍ତି ରାଣୀ ପଟ୍ଟନାୟକ,ପ୍ରାଚୀ ପଟ୍ଟନାୟକ, ପିନାକୀ ପଟ୍ଟନାୟକ, ପ୍ରାଞ୍ଜଲ୍ ମହାନ୍ତି, ପ୍ରତୀକ୍ଷା ମହାନ୍ତି ପ୍ରମୁଖ ଯୋଗ ଦେଇ ଭକ୍ତ ଶ୍ରଦ୍ଧାଳୁ ତଥା ସଧାରଣ ଜନତାଙ୍କୁ ପଣା ବଣ୍ଟନ କରି କାର୍ଯ୍ଯକ୍ରମକୁ ସରଗରମ କରିଥିବା ଦେଖିବାକୁ ମିଳିଥିଲା l ଭକ୍ତ ତଥା ଗ୍ରାମବାସୀ ପଣା ପାନ କରି ନିଜକୁ ବେଶ୍ ତୃପ୍ତି ଅନୁଭବ କରିଥିବା ଦେଖିବାକୁ ମିଳିଅଛି l

powered by social2s