ପୁରୀ: ରଥଖଳାରେ ପହଞ୍ଚିଲା ଅଷ୍ଟମ ଦଫା ରଥ କାଠ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଫରେଷ୍ଟ କୋଟଗଡ଼ ରେଞ୍ଜରୁ ଆସିଲା କାଠ। ୪୦ ଫୁଟିଆ ୨୩ ଖଣ୍ଡ ଧଉରା କାଠ ଆସି ପହଞ୍ଚିଲା କାଠ।
powered by social2s