ଘାଟି ଜଙ୍ଗଲରେ ନିଆଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଓ ବାଲିମେଳା ଘାଟି ଜଙ୍ଗଲରେ ନିଆଁ ଲାଗିଛି। ଚିତ୍ରକୋଣ୍ଡା ଥାନା ନିକଟରେ ପହଞ୍ଚିଲାଣି ନିଆଁ। ଅନେକ ଗଛ ପୋଡ଼ି ନଷ୍ଟ ହୋଇଛି। ଅଂଚଳରେ ଧୂଆଁମୟ ପରିବେଶ ଦେଖିବାକୁ ମିଳିଛି।

powered by social2s