ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି। ୧୮ ରୁ ୪୪ ବୟସ ବର୍ଗଙ୍କ ପାଇଁ ଭୁବନେଶ୍ବରରେ ଟୀକାକରଣ ଜାରି ରହିଛି। ଭୁବନେଶ୍ୱର ରେ ୧୮ ରୁ ୪୪ ବୟସ ବର୍ଗ ର ପାଞ୍ଚ ଲକ୍ଷ ଲୋକଙ୍କୁ ଟୀକା ଦେବା ପାଇଁ ଲକ୍ଷ୍ୟ ରହିଛି। ସକାଳ ୮ ଟା ରୁ ଦିନ ଗୋଟାଏ ଯାଏଁ ୧୮ ରୁ ୪୪ ବର୍ଷ ବୟସ ର ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ବୟସ୍କଙ୍କ ଟୀକାକରଣ ପାଇଁ ଅପରାହ୍ନ ୩ ଟା ରୁ ୬ ଟା ସମୟ ଧାର୍ଯ୍ୟ କରାଯାଇଛି।

powered by social2s