ଗୋରୁ ଗାଡ଼ିରେ ନିଆଁ ଲଗାଇ ଦେଲେ ଲୋକେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ ଜିଲ୍ଲା ବରାଙ୍ଗ ଛକରେ ଗୋରୁ ଗାଡ଼ିରେ ନିଆଁ ଲଗାଇ ଦେଲେ ଲୋକେ। ଗାଡ଼ିରୁ ୬ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ସୂଚନା। ଗାଡ଼ିର ନିଆଁ ଲିଭାଇଲେ ଅଗ୍ନିଶମ ବାହିନୀ। ବେଆଇନ ଗୋ ଚାଲାଣ ଅଭିଯୋଗ ପରେ ସାବରଙ୍ଗ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ବାସୁଦେବପୁରରୁ ଭଦ୍ରକ ଆସୁଥିଲା ବେଆଇନ ଗୋ-ଚାଲାଣ ଗାଡ଼ି।

powered by social2s