ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପରୀକ୍ଷାର୍ଥୀଙ୍କ ଅଦ୍ଭୁତପୂର୍ଣ୍ଣ ସଫଳତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ଦଶମ ଶ୍ରେଣୀ ବାର୍ଷିକ ଫଳ ପ୍ରକାଶ ପାଇଅଛି। ରାଜପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମୁଖିବିଡାଈ ରେ ଚଳିତ ଶିକ୍ଷାବର୍ଷ ୨୦୨୫-୨ ୬ରେ ମୋଟ୍ ୫୬ ଜଣ ଛାତ୍ର ଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେଇଥିଲେ । ଯେଉଁଥିରେ ମିନତୀ କନ୍ତିରି ପ୍ରଥମ ସ୍ଥାନ କବିତା ଖରା ଦ୍ୱିତୀୟ ସ୍ଥାନ ଅନୀତା ନାଏକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ବିଦ୍ୟାଳୟ ରେ ମୋଟ ୯୫%ପାସ ହାର ହୋଇଛି। ଚଳିତ ଶିକ୍ଷାବର୍ଷ ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ଆଗୁଆ ଅଛନ୍ତି। ତେଣୁ ଗ୍ରାମ ର ସରପଞ୍ଚ ତଥା ପିତା ମାତା ଓ ଅଭିଭାବକ ମଣ୍ଡଳୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ଦେଵଶ୍ରୀ ଉତ୍କଳିକା ଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କାର୍ଯ୍ୟରତ ଅନ୍ୟ କର୍ମଚାରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି।

powered by social2s