ଭୁବନେଶ୍ୱର : ଆଜି ସାରା ଭାରତରେ ଔଷଧ ଦୋକାନ ବନ୍ଦ ରହିଛି । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଓଡ଼ିଶାରେ ସମର୍ଥନ ଦେଇଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ରାଜ୍ୟରେ ବନ୍ଦ ରହିଛି ପ୍ରାୟ ୩୦, ୦୦୦ ଔଷଧ ଦୋକାନ।
powered by social2s

