୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କନ୍ଧମାଳ : ନାରକୋଟୀକ୍ସ କଣ୍ଟ୍ରୋଲ ବୁରୋ (ଏନ୍‌ସିବି) ପକ୍ଷରୁ ୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ ହୋଇଛନ୍ତି। କାଶ୍ମୀରରୁ ଗିରଫ କରି ଉଭୟଙ୍କୁ ଭୁବନେଶ୍ବର ଆଣିଲା ଏନ୍‌ସିବି। କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ଚାଲାଣ କରୁଥିଲେ। କାଶ୍ମୀରରୁ ଫଳ ଭର୍ତ୍ତି ଗାଡ଼ି ଆସୁଥିଲା, ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା। କାଶ୍ମୀର ଦେଇ ପାକିସ୍ତାନକୁ ଗଞ୍ଜେଇ ଚାଲାଣର ରାକେଟ୍‌ ଲମ୍ବିଥିବା ସୂଚନା।

powered by social2s