ରଜରେ ଓଡ଼ିଶା ଆସିବ ମୌସୁମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଆସୁଛି ମୌସୁମୀ। ରାଜ୍ୟରେ ଏବେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ଜୁନ ୧୫ ଯାଏଁ ରହିପାରେ କାଳବୈଶାଖୀର ପ୍ରଭାବ। ଆଜି ସାରା ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ ।

powered by social2s